Support

Breaking News

Data transfer From Mobile to Pendrive

Data transfer From Mobile to Pendrive, odia tech
Data transfer From Mobile to Pendrive

ପେନଡ୍ରାଇଭ ଜରିଆରେ ମୋବାଇଲରୁ ବି କରିପାରିବେ ଡାଟା ଟ୍ରାନ୍ସଫର। ଡାଟା ଟ୍ରାନ୍ସଫର ପାଇଁ ଆପଣଙ୍କର ସ୍ମାର୍ଟଫୋନ OTG   ସପୋର୍ଟ କରୁଥିବା ଜରୁରୀ ଅଟେ। ଏଥିପାଇଁ  ଆପଣଙ୍କ ନିକଟରେ ଓଟିଜି କେବୁଲ ଥିବା ଜରୁରୀ । ଏବେ ଆସନ୍ତୁ ଏହାର ବ୍ୟବହାର ପ୍ରକ୍ରିୟା ସଂପର୍କରେ ।

BUY ORC OTG ORC-OTG-BL Micro USB Cable


• ଫୋନକୁ ଓଟିଜି କେବୁଲ ସହ କନେକ୍ଟ କରନ୍ତୁ। ଏହା କରିବା ପରେ ମୋବାଇଲର ନୋଟିଫିକେସନ ବାରର ଠିକ୍ ତଳ ଭାଗକୁ ସ୍ୱାଇପ କରନ୍ତୁ । ଏଠାରେ ଆପଣଙ୍କୁ ୟୁଏସବି ଡ୍ରାଇଭର ବିକଳ୍ପ ନଜର ଆସିବ ।

•  ୟୁଏସବି ଟାଇପ ଡ୍ରାଇଭ ଅପସନ ଉପରେ କ୍ଲିକ୍ କରନ୍ତୁ । ଏହାପରେ ସେଠାରେ ଦିଆଯାଇଥିବା  Internal Storage କ୍ଲିକ୍ କରନ୍ତୁ ।

• ଏବେ ସିଲେକ୍ଟ କରିଥିବା ଡାଟା ବା ଫାଇଲକୁ ମୋବାଇଲ ସ୍କ୍ରିନର ଡାହାଣ ପାଶ୍ୱରେ ତିନୋଟି ଡଟ୍ ନଜର ଆସିବ । ଯାହା ଉପରେ ଆପଣଙ୍କୁ କ୍ଲିକ୍ କରିବାକୁ ପଡିବ । ଏଥିରେ ଆପଣଙ୍କୁ ମୁଭ, କପି, ରିନେମ ଏବଂ ଅନ୍ୟାନ୍ୟ ଅପସନ ନଜର ଆସିବ । ହେଲେ ଏସମସ୍ତ ଅପସନ ମଧ୍ୟରୁ ଆପଣଙ୍କୁ କପି ଅପସନକୁ ଚୟନ କରିବାକୁ ପଡିବ । ଯାହା ପରେ ଆପଣ ପୂର୍ବରୁ ସିଲେକ୍ଟ କରିଥିବା ଫାଇଲ ୟୁଏସବି ଷ୍ଟୋରେଜରେ ଟ୍ରାନ୍ସଫର ହୋଇଯିବ ।

( 2 Pack ) OTG Adapter Micro USB OTG to USB 2.0 Adapter for Smartphones & Tablets (Assorted Color ) Buy 1 get 1 Free


ଖାଲି ଡାଟା ଟ୍ରାନ୍ସଫର ନୁହେ OTG ଦ୍ଵାରା ଆପଣ ମଧ୍ୟ ମୋବାଇଲରେ ମୁଭି, ଭିଡିଓ, ଗୀତ ଦେଖିପାରିବେ।

No comments