ଭାଇମାନେ ଏହି ଗୀତ ଟିକୁ ଶୁଣୁନ୍ତୁ, ଓଡିଆ ଶବ୍ଦର ପୁରା ସୀମା ଟପିଯାଇଛନ୍ତି
ଆଜିକାଲି ଓଡିଆ ଆଲବମ୍ ଗୀତ ବହୁ ମାତ୍ରା ରେ ରିଲିଜ୍ ହଉଛି...କିଛି ଗୀତ ର ଶବ୍ଦ ଅତ୍ୟନ୍ତ ଅଶ୍ଲୀଳ ହୋଇଯାଉଛି... ଡବଲ ମିନିଙ୍ଗ୍ ଗୀତ କରିବାରେ କିଛି ଆପତ୍ତି ନାହିଁ ହେଲେ ଶବ୍ଦ ରେ ସଂଯମତା ରହିବା ଜରୁରୀ
Enews ମିଡିଆ ଦ୍ବାରା ଗୀତ ଟି ରିଲିଜ୍ ହେଇଛି |
ଭାଇମାନେ ଏହି ଗୀତ ଟିକୁ ଶୁଣୁନ୍ତୁ, ଓଡିଆ ଶବ୍ଦର ପୁରା ସୀମା ଟପିଯାଇଛନ୍ତି
Reviewed by
Unknown
on
March 08, 2018
Rating:
5
No comments