Support

Breaking News

Redmi Note 5 ଓ Redmi Note 5 Pro ସହିତ ଏକ ଆକର୍ଷଣୀୟ ଅଫର ମିଳୁଛି । 2200 ଟଙ୍କାର କ୍ୟାସବ୍ୟାକ୍‌

Redmi Note 5 ଓ Redmi Note 5 Pro ସହିତ ଏକ ଆକର୍ଷଣୀୟ ଅଫର ମିଳୁଛି । 2200 ଟଙ୍କାର କ୍ୟାସବ୍ୟାକ୍‌

Redmi Note 5 ଓ Redmi Note 5 Pro ସହିତ ଏକ ଆକର୍ଷଣୀୟ ଅଫର ମିଳୁଛି । 2200 ଟଙ୍କାର କ୍ୟାସବ୍ୟାକ୍‌

ଚାଇନିଜ୍‌ ସ୍ମାର୍ଟଫୋନ କମ୍ପାନି ସାଓମୀ ପକ୍ଷରୁ  ଲଞ୍ଚ କରାଯାଇଥିବା ନୂଆ Redmi Note 5 ଓ Redmi Note 5 Pro ସହିତ ଏକ ଆକର୍ଷଣୀୟ ଅଫର ମିଳୁଛି । ସାଓମୀ କମ୍ପାନି ରିଲାଏନ୍ସ ଜିଓ ସହିତ ମିଶି ଏକ 2200 ଟଙ୍କାର କ୍ୟାସବ୍ୟାକ୍‌ ପ୍ରଦାନ କରୁଛି ।


2000 ଟଙ୍କାର କ୍ୟାସବ୍ୟାକ ଅଫର୍ ପାଇବାକୁ ହେଲେ ଗ୍ରାହକଙ୍କୁ ନୂଆ Redmi Note 5 କିମ୍ବା Redmi Note 5 Pro  ସ୍ମାର୍ଟଫୋନ କିଣିବାକୁ ହେବ । ଏହା ପରେ ମାଇଜିଓ (MyJio) ଆପ୍‌କୁ ଯାଇ 198 କିମ୍ବା 299 ଟଙ୍କିଆ ପ୍ଲାନ ରିଚାର୍ଜ କରିବାକୁ ହେବ । ଏପରି କଲେ ଆପଣ କ୍ୟାସବ୍ୟାକ୍‌ ପାଇବାକୁ ଯୋଗ୍ୟ ହୋଇପାରିବେ । ଏହା ସହିତ ଆପଣଙ୍କର ପ୍ରଥମ ତିନୋଟି ରିଚାର୍ଜରେ ଡବଲ ଡାଟା ମଧ୍ୟ ମିଳିପାରିବ । ଯଦି ଆପଣ 198ଟଙ୍କା ପ୍ଲାନ ରିଚାର୍ଜ କରିବେ ତାହା ଆପଣକୁ ଦିନକୁ 2Gb ଡାଟା  ଜାଗାରେ 4GB ଡାଟା ପ୍ରଦାନ କରିବ ।


ତେବେ ଏଠାରେ କହିରଖୁଛୁ ଯେ ଏକାଥରକେ ଏହି କ୍ୟାସବ୍ୟାକ୍‌ ମିଳିବ ନାହିଁ । ଏହି 200 ଟଙ୍କାର କ୍ୟାସବ୍ୟାକ 50 ଟଙ୍କା ହିସାବରେ 44ଟି ଭାଉଚର ରୂପରେ ମିଳିବ । ଭବିଷ୍ୟତରେ ମାଇଜିଓ ଆପ୍‌ ବ୍ୟବହାର କରି ଏହି ଭାଉଚର ଗୁଡ଼ିକୁ ବ୍ୟବହାର କରିହେବ । ତେବେ ଥରକେ ଗୋଟିଏ 50 ଟଙ୍କିଆ ଭାଉଚର ବ୍ୟବହାର କରିହେବ ।

No comments