Support

Breaking News

ଦେଶୀ ଘିଅ ସ୍ୱାସ୍ଥ୍ୟ ପାଇଁ ହିତକର


ଦେଶୀ ଘିଅ ଶରୀର ପ୍ରତି ଅତ୍ୟନ୍ତ ହିତକର । ଦେଶୀ ଘିଅ ଶରୀରକୁ ଶକ୍ତି ଯୋଗାଇବା ସଂଗେ ମୁଣ୍ଡକୁ ମଧ୍ୟ ସୁସ୍ଥ ରଖିଥାଏ । ଏହା ଶରୀରରେ ଥିବା ଅଦରକାରୀ ଜୀନିଷକୁ ବାହାରକୁ ବାହାର କରିଥାଏ । ଆମ ଶରୀରର ଆବଶ୍ୟକ ଅଙ୍ଗ ଯଥା, ଆଖି, କାନ, ଚର୍ମକୁ ସୁରକ୍ଷିତ ରଖିଥାଏ । ଏହା ସହ ଆମ ଶରୀର ଥିବା ମାଂସପେଷୀକୁ ମଧ୍ୟ ଶକ୍ତ କରିଥାଏ । ଏକ ଗବେଷଣାରୁ ଜଣାପଡିଛି ଯଦି କୋଲେଷ୍ଟ୍ରଲ ପାଇଁ ସାବଧାନତା ଅବଲମ୍ବନ କରାଯାଏ ।  ତେବେ ଏହା ଶରୀର ପ୍ରତି ବେଶୀ ପ୍ରଭାବିତ କରି ନଥାଏ   ।

 ଦେଶୀ ଘିଅରେ ଭିଟାମିନ A, D, E, ଏବଂ ଭିଟାମିନ K ଭରପୁର ରହିଛି ।  ତେବେ ଆପଣ ଯଦି କୌଣସି ହୃଦଘାତ ଜନିତ ଅବା  ମେଦବହୁଳ ରୋଗରେ ଆକ୍ରାନ୍ତ ତେବେ ଏହି ଦେଶୀ ଘିଅକୁ ଖାଦ୍ୟରୁ ଏଡେଇବା ଆବଶ୍ୟକ । ସେହିପରି ଜଣେ ପ୍ରାପ୍ତ ବୟସ୍କ ବ୍ୟକ୍ତି ପ୍ରତିଦିନ ୧୦ରୁ ୧୫ ଗ୍ରାମ ଘିଅ ଖାଇବା ଭଲ । ତେଣୁ ଦେଶୀ ଘିଅକୁ ଆମ ପ୍ରତିଦିନ ଖାଦ୍ୟ ସାରଣୀରେ ସାମିଲ କରାଗଲେ ଭଲ ।

No comments