Google Drive ବା ଅନଲାଇନରେ WhatsApp chat Backup କେମିତି ନେବେ? | Odia Tech
www.Odiatech.co.in |
ବହୁତ୍ ସମୟରେ whatsapp uninstall କିମ୍ବା whatsapp ଡାଟା କ୍ଲିୟର କରିବା ଦ୍ଵାରା WhatsAppରେ ସବୁ Chat History, ମିଡିଆ ଫାଇଲ ଡ଼ିଲିଟ ହୋଇଯାଇଥାଏ। ଯଦି ଆପଣ Onlineରେ ବ୍ୟାକ୍ଅପ୍ ରଖିଥିବେ ତେବେ ଏହାକୁ ଆପଣ ପୁଣି ରିଷ୍ଟୋର କରିପାରିବେ। ତେବେ Google Drive ବା ଅନଲାଇନରେ WhatsApp chat Backup କେମିତି ନେବେ?
WhatsApp chat ବ୍ୟାକ୍ଅପ୍ ନେବା ପାଇଁ ପ୍ରଥମେ WhatsApp ଓପେନ କରନ୍ତୁ।
- ଡାହାଣ ପାଖ ଉପରେ ଥିବା ତିନୋଟି ଡଟ ଉପରେ କ୍ଲିକ କରନ୍ତୁ, ଏହାପରେ WhatsApp ର ସେଟିଂ ଓପେନ ହୋଇଯିବ।
- ସେଟିଂ ଓପେନ ହେବା ପରେ " Chats" ଉପରେ କ୍ଲିକ କରନ୍ତୁ।
- ଏହା ପରେ Chat Backup ଉପରେ କ୍ଲିକ କରନ୍ତୁ।
ଏହା ପରେ Google drive settings କୁ ଯାଆନ୍ତୁ ।
Backup to Google = Weekly କିମ୍ବା monthly ସିଲେକ୍ଟ କରନ୍ତୁ ।
Accounts = Accounts ରେ ଆପଙ୍କର ସ୍ମାର୍ଟ ଫୋନ ରେ ଆଗରୁ ସାଇନ ଇନ୍ ହୋଇ ରହିଥିବା Gmail ID କୁ ସିଲେକ୍ଟ କରନ୍ତୁ
Backup Over- Wifi/ Cellular ସିଲେକ୍ଟ କରନ୍ତୁ
Includes Videos - ଏହାକୁ ସିଲେକ୍ଟ କରନ୍ତୁ ନାହିଁ, ଭିଡିଓ ଫାଇଲ ଅଧିକା ମେମୋରୀ ନେଇଥାଏ ଏହା ଦ୍ୱାରା ଆପଣଙ୍କ ଡାଟା ଉପରେ ପ୍ରଭାବ ପକାଇବ।
-ଏହା ପରେ Backup Now ଉପରେ କ୍ଲିକ କରନ୍ତୁ, ଏହା ଦ୍ୱାରା Google drive ରେ ଆପଣଙ୍କ WhatsApp backupସେଭ ହୋଇଯିବା
No comments