Support

Breaking News

Instagram ରେ last active status କେମିତି ବନ୍ଦ କରିବେ ?

Facebook ଏବଂ whatsapp ପରି ଆପଣ ମଧ୍ୟ Instagram ରେ  ଅନ୍ୟମାନଙ୍କ Last Active ଷ୍ଟାଟସ୍ ଦେଖିପାରିବେ। ଫଟୋ ଓ ଭିଡିଓ ଶେୟାରିଂ ଆପ୍ Instagram ର ନୂଆ ସେବା ଦ୍ୱାରା ଆପଣ ଆପଣଙ୍କ ସାଙ୍ଗ କେତେ ସମୟ ପୂର୍ବରୁ ଅନଲାଇନ୍ ଥିଲେ ତାହା  ଜାଣିପାରିବେ।

ଏହି ସେବା Instagram ଡାଇରେକ୍ଟ୍ ମେସେଜ ଆପ୍ ରେ ଦେଖି ହେବ। ଏହି ସେବା କେବଳ ସେମାନଙ୍କ ପାଇଁ ଯେଉଁ ମାନେ ପରସ୍ପରକୁ ଫଲୋ କରିଥିବେ।

ଏହି ସେବା କିଛି ବ୍ୟକ୍ତି ମାନଙ୍କ ପାଇଁ ଉପକାରୀ ହୋଇଥିବା ବେଳେ କିଛି ବ୍ୟକ୍ତି ମାନଙ୍କ ପାଇଁ ଏହା ଉପଯୋଗୀ ନୂହେଁ। ଆସନ୍ତୁ ଜାଣିବା Instagram ରେ last active status କେମିତି ବନ୍ଦ କରିବେ।

1. ପ୍ରଥମେ Instagram ଆପ୍ ଖୋଲନ୍ତୁ ଏବଂ ସେଟିଂ କୁ ଯାଆନ୍ତୁ ( ସେଟିଂ କୁ ଯିବା ପାଇଁ ଉପର କୋଣ ରେ ଥିବା ତିନୋଟି ଡଟ ଉପରେ କ୍ଲିକ କରନ୍ତୁ)

2. ସ୍କ୍ରୋଲ୍ ଡାଉନ କରନ୍ତୁ ଏବଂ " show activity status " ଅପ୍ସନ୍ ସର୍ଚ୍ଚ କରନ୍ତୁ ।

3. ଏବେ ଏହି ଅପ୍ସନ କୁ ଅଫ୍ କରିଦିଅନ୍ତୁ।

No comments