ଗୁଗଲ ଜଲଦି ନିଜ ୱେବ ବ୍ରାଉଜର "chrome 64" ଲଞ୍ଚ କରିବାକୁ ଯାଉଛି | ବିରକ୍ତିକର ୱେବ ଆଡ୍ ଆଉ ପ୍ଲେ ହେବ ନହିଁ।
ବହୁତ୍ ସମୟରେ କୌଣସି ୱେବସାଇଟ ଓପେନ୍ କରୁ କରୁ ଅନେକ ଭିଡିଓ, ଇମେଜ ଆଡ୍ ସାମନାକୁ ଆସିଥାଏ। ଏହି ଆଡ୍ ସବୁ ଆମେ ତୁରନ୍ତ ବନ୍ଧ କରିପାରନ୍ତି ନାହିଁ। ଯଦି ଆପଣ ବିରକ୍ତିକର ୱେବ ଆଡ୍ ଦେଖିବାକୁ ଚାହୁଁନାହାନ୍ତି ତେବେ ଆପଣଙ୍କ ପାଇଁ ଗୁଗଲ ଆଣିବାକୁ ଯାଉଛି ଏକ ନୂଆ ସେବା।
ଗୁଗଲ ଜଲଦି ନିଜ ୱେବ ବ୍ରାଉଜର "chrome 64" ଲଞ୍ଚ କରିବାକୁ ଯାଉଛି । chrome 64 ରେ ଏମିତି ଏକ ଫିଚର ଦିଆ ଯାଇଛି ଯାହା ଦ୍ଵାରା ଆପଣ ଟ୍ୟାବ୍ ଉପରେ କ୍ଲିକ୍ କରି ବନ୍ଧ କରି ପାରିବେ। ଏହା ପାଇଁ ଆପଣ right click କରି Mute Site ସିଲେକ୍ଟ କରିବାକୁ ପଡିବ।
ଏହି ଅପଡେଟ ପୂର୍ବରୁ କୌଣସି ସାଇଟ୍ କୁ Mute କଲେ ପୁଣି ଥରେ ଭିଜିଟ୍ କଲେ ଆପେ ଆପେ unMute ହେଇଯାଉଥିଲା। କିନ୍ତୁ ଏବେ ଏପରି ଆଉ ହେବ ନାହିଁ କୌଣସି ସାଇଟ୍ ଥରେ mute କଲେ ଯେପର୍ଯ୍ୟନ୍ତ ଆପଣ UnMute ନକରିବେ ସେପର୍ଯ୍ୟନ୍ତ ଆଡ୍ ପ୍ଲେ ହେବ ନହିଁ।
ଖାଲି ଏତିକି ନୁହେଁ, ଇଣ୍ଟରନେଟ ରେ ଆପଣକୁ ବାରମ୍ଵାର ପିଛା କରୁଥିବା ଆଡ୍ ଯଦି ଆପଣ ସ୍ମାର୍ଟଫୋନ ରେ mute କରିବେ ତେବେ ଏହା ଆପଙ୍କର laptop ଓ ଅନ୍ୟ ଡିଭାଇସ୍ ରେ ମଧ୍ୟ mute ହୋଇଯିବ।
No comments