ବସ ଭଡ଼ା କିଲୋମିଟର ପିଛା ୨ ପଇସାରୁ ୪ ପଇସା ଯାଏ ବୃଦ୍ଧି
ଆଜି ଓଡିଶା ରାଜ୍ୟ ସରକାର ବସ ଯାତ୍ରୀ ଭଡ଼ାରେ ବୃଦ୍ଧି କରିଛନ୍ତି। ବସ ଭଡ଼ା କିଲୋମିଟର ପିଛା 2 ପଇସାରୁ 4 ପଇସା ଯାଏ ବୃଦ୍ଧି ଘଟିଛି। ସାଧାରଣ ଓ ଏକପ୍ରେସ ବସ ଭଡ଼ା କିଲୋମିଟର ପିଛା 2 ପଇସା ବଢିଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ ଭଡ଼ା କିଲୋମିଟର ପିଛା 4 ପଇସା ବୃଦ୍ଧି କରାଯାଇଛି।
ମିଥିବା ସୂଚନା ଅନୁଯାୟୀ, ସାଧାରଣ ବସ ଭଡ଼ା କିଲୋମିଟର ପିଛି 65 ପଇସାରୁ 67 ପଇସାକୁ ବୃଦ୍ଧି କରାଯାଇଛି। ସେହିପରି ଏକ୍ସପ୍ରେସ ବସ ଭଡ଼ା 68 ପଇସାରୁ 70 ପଇସାକୁ ବୃଦ୍ଧି କରାଯାଇଛି। ସାଧାରଣ ଓ ଏକପ୍ରେସ ବସ ଭଡ଼ା କିଲୋମିଟର ପିଛା 2 ପଇସା ବଢିଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ ଭଡ଼ା କିଲୋମିଟର ପିଛା 4 ପଇସା ବୃଦ୍ଧି କରାଯାଇଛି। ଡିଲକ୍ସ ବସ ଭଡ଼ା କିଲୋମିଟର ପିଛା 91 ପଇସାରୁ 95 ପଇସାକୁ ବୃଦ୍ଧି କରାଯାଇଥିବା ବେଳେ ଏସି ଡିଲକ୍ସ ବସ୍ର ଭଡ଼ା କିଲୋମିଟର ପିଛା 1ଟଙ୍କା 13 ପଇସାରୁ 1 ଟଙ୍କା 17 ପଇସାକୁ ବୃଦ୍ଧି କରାଯାଇଛି।

No comments